Month: August 2023

  • ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଡ଼ିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ। ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଗ୍ରାମର ପ୍ରସିଧ୍ୟ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବୃକ୍ଷ ରୋପଣ କରାଯାଇଛି । ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ଓ ସବୁଜ ସମାଜ ଗଡ଼ିବା ପାଇଁ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଆଗକୁ ଆସିଥିଲେ ଓ ସଂଗଠନର ଯୁବ ସଦସ୍ୟ ଏଥିରେ ସାହାଯ୍ୟ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟ ରେ ସଂଗଠନ ସଭାପତି ଲଳିତ ବରାଳ ସଂଗଠନ ର ସଦସ୍ୟ ପ୍ରଭାତ ସାହାଣୀ, ସସିକାନ୍ତ ବେହେରା ,ଜଗନ ସ୍ୱାଇଁ,ପପୁ ସ୍ୱାଇଁ,ଜାଗା ସାହାଣୀ,ରାଜୁ ,ପବିତ୍ର ,ସିଲୁ , ପଦିଆ ଓ ଭଗବାନ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ କଲେ। ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକ ମାନେ ଓ ମନ୍ଦିର ପୂଜକ ବହୁତ ଖୁସି ଅନୁଭବ କରିଥିଲେ ଓ ସଂଗଠନ କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧିକ ମାତ୍ରା ରେ ଜାରି ରହିବବୋଲି କହିଛନ୍ତି ସଂଗଠନର ସଭାପତି ଲଳିତ ବରାଳ, ସବୁ ପ୍ରକାର ର ସେବାରେ ଏବେ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ।

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।

  • Youtuber Turned Onlyfans – Casual OnlyFans Website

    Greatest & Hottest OnlyFans Credit accounts You Can See At The Moment

    Considering that its release practically ten years ago, the OnlyFans program is developing speedy. The internet site has dished up as a starting pad of sorts, enabling nursing staff, teachers, others and musicians to generate a steady paycheck although revealing the greater number of unique edges of their daily life.

    Throughout the pandemic lockdown, many of the greatest OnlyFans inventors were actually required to become much more imaginative. They hunkered down inside their residences, experimented because of their alluring games and sexy garments and welcomed excited visitors within their lifestyles. The good news is 2023 is here, and also the planet is opening up nevertheless once more.

    It is time for a look at the top creators that make OnlyFans such a wonderful place to be, as everyone emerges from their isolation. With that in mind, here are our picks to the leading 50 OnlyFans credit accounts of 2023. Here are the most well liked, the hottest, the craziest as well as the most offering ladies you may at any time get, so unwind, relax and enjoy.

    The Ideal Hottest OnlyFans Women of 2023

    Jem Wolfie

    Given birth to on August1991 and 7, in Perth, Australia, Jem Wolfie is really a fitness instructor from Perth, Modern australia. Given birth to August1991 and 7, she inspires women throughout the world to love and be assured concerning their fatty tissue. Jem created head lines around the world in Dec, 2020 when her enormous 2.6 mil follower instagram bank account was suspended for submitting way too many attractive selfies. Don’t get worried, famous youtubers onlyfans nonetheless, when Instagram close her down she relocated her content material onto OnlyFans and it is now one of the more well-known makers over the whole program. Check Jem Wolfie’s hot OnlyFans profile beneath or appearance her up through OnlyFans Search.

    Belle Delphine

    Belle Delphine is the most popular cosplay young lady on OnlyFans. She was increased in a devout Christian family in To the south Africa. Her true label is Mary-Belle Kirschner and she was created on October 23, 1999. Belle actually started to be well-known by increasing a huge adhering to on Instagram and YouTube in 2015. She started by putting up make-up photos and tutorials accentuating her self-proclaimed “weird elf kitty woman” cosmetic — essentially her distinctive take on the cosplay / game player-girl seem. Soon after amassing 4.2 million supporters on Instagram in 2019 and subsequently experiencing her account music group for lewd articles, she moved her concentration to OnlyFans, in which she is now one of several leading creators about the platform.

    Christy Mack

    Born Christina Mackinday, OnlyFans sensation Christy Mack matured mostly in Edinburgh, Indiana, and she got her start in porn within the popular Darkish Knight XXX parody, exactly where she performed DC Comics persona Zatanna.

    Along with her successful and long porn career, Christy Mack is another head in the world of custom sex games, which includes her popular Fleshlight model. Nowadays she is making a term for herself on OnlyFans, utilizing her label acknowledgement and background to draw in new subscribers and say thanks to all of them with exclusive video tutorials and other hot content..

    Lena Paul

    Given birth to in Fl on October1993 and 12, Lena Paul has worked in the area of adult enjoyment for quite some time, and now she actually is quickly growing up the rates of must-join OnlyFans celebrities. Lena Paul initial made her brand as being a nude design, and she put into practice through to that achievement by having an similarly productive occupation being a porn celebrity.

    Lena is happy to take part along with her OnlyFans subscribers in several ways, such as exclusive shows, exotic belly dancing and more. In just a limited time Lena continues to grow her OnlyFans following massively, the consequence of the two work plus an inborn company knowledgeable.

    Kkvsh

    Born October 29, 1997 in Western side Palm Beach, Fl, Mikayla Saravia Kkvsh is generating a good good name for themselves on OnlyFans, much to the joy of her several admirers. Part of her charm is no doubt her exotic good looks, a tribute to her Jamaican and Salvadoran heritage, but there is much more than beauty to her appeal.

    There are numerous pathways to online fame, and the streets Mikayla Saravia required is definitely worthy of noting. Soon after previously amassing a good following on Instagram, Mikayla started to be an right away discomfort after submitting a video featuring her awesome 6-1/2″ tongue. Today OnlyFans clients can see that tongue, and much more, in every their adult enjoyment beauty.

    Anne Moore

    Anne Moore has parlayed her successful and long profession in grown-up amusement into an just as well-known OnlyFans reputation. With lots of titles to her credit history and a lot of prizes, it can be obvious that Anna is a accurate specialist.

    As well as sharing her preferred porn films and video clips, Anna is happy to participate with her OnlyFans members in more romantic methods at the same time. Members to her OnlyFans webpage can buy up exclusive looking at trainings, provocative dances and much more, all only a click away.

    Frequently Requested Questions

    How Did We Pick The Very best OnlyFans Accounts?

    We evaluate above 4 zillion OnlyFans profiles each and every day and rank the very best based upon a number of elements such as likes, subscribers, accounts expansion, content quality, matter categories, worth-for-money plus more. Our ranking process is regarded as the robust and rigorous position of the most effective OnlyFinder girls offered on the web. With ratings current everyday, you can trust OnlyFinder to continually present you with the most updated rankings of the best OnlyFans models on the system.

    What are the finest onlyfans profiles?

    Based on today’s current rankings, the top 5 OnlyFans credit accounts by loves are Bryce Adams, OMGcosplay, Jessica Nigri, Ginny Potter and Lilianaheartsss. The very best 5 OnlyFans accounts by clients are Espresso and Cleavage, Kaila Troy, Deelz And Kait, Brittanya VIP, and HAMMYTV. The very best 5 OnlyFans balances by development are ShayLust, Princess Ava, Mia, Mati, and Skylar Mae.

    How can I entry the most effective onlyfans makes up about free of charge?

    OnlyFans versions have the option setting their accounts either to compensated or free of charge.

    Totally free OnlyFans accounts, you can subscribe and entry the give cost-free. However, free OnlyFans accounts typically have most content on their feed locked behind a PPV (pay-per-view) paywall, so you have to pay to access the actual photos or videos. Additionally, free of charge balances…

    Once paid all content on the feed is viewable for free, although for paid OnlyFans accounts, you have to pay a subscription fee to access the profile. Some paid for balances select to provide a low cost or trial offer for your first four weeks to lure new subscribers.

    Most popular Onlyfans Summary

    These females, along with their amazing tits, are absolutely some thing to behold. When these women get nude, and opt to go wilderness, you are never going to forget about it. You can appreciate them a lot more in the middle of an orgy, even though everyone can appreciate a nice pair of tits.

    Although this can be our top rated options for bit-tit-Onlyfans babes, there’s a lot of gifted and endowed females out there we’re trying to keep our eye on. Until then, this list should keep you very amused, although we hope to feature more busty beauties soon.

  • ମଣିପୁରରେ ମହିଳାଙ୍କ ପ୍ରତି ବର୍ବୋରୋଚିତ ଘଟଣା ସାମ୍ନାକୁ ଆସୁଛି, ଏଥିରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା

    ମଣିପୁରରେ ମହିଳାଙ୍କ ପ୍ରତି ବର୍ବୋରୋଚିତ ଘଟଣା ସାମ୍ନାକୁ ଆସୁଛି, ଏଥିରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା

    ମଣିପୁର ଘଟଣାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ୩ ମାସ ଧରି ମଣିପୁରର ସ୍ଥିତି ଅଶାନ୍ତ ରହିଛି । ସେଠାରେ ନିରିହ ମହିଳାଙ୍କ ଉପରେ ଵର୍ଵୋଚିତ ଆକ୍ରମଣ, ହିଂସା ଆଉ ବ୍ୟଭିଚାର କରାଯାଉଛି । ସେଠାକାର ସରକାର ସୁରକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ ବର୍ଗର ମହିଳା । ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ଅନ୍ୟାୟ ଓ ବ୍ୟଭିଚାର ମାମଲାରେ ରାଷ୍ଟ୍ରପତିଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ପାଖରେ ସମ୍ବିଧାନର ଅଖଣ୍ଡ କ୍ଷମତା ରହିଛି ଯାହାକୁ ସେ ବ୍ୟବହାର କରି ପାରନ୍ତେ ବୋଲି ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫର କୁହାଯାଇଛି ।

    ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ଼୍ଯରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଷ୍ଟପତି ମଣିପୁର ମାମଲାରେ ତୁରନ୍ତ ହସ୍ତକ୍ଷେପ ସହ ଶାନ୍ତି ଫେରାଇ ଆଣିବା ପାଇଁ ଦାବି କରାଯାଇଛି । ଆଗାମି ୭ ଦିନ ମଧ୍ୟରେ କିଛି ପଦକ୍ଷେପ ନନେଲେ ଝାମୁମୋ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ଏବଂ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ ଝାମୁମୋ ପ୍ରବକ୍ତା ସୁନିଲ ମାଝୀ ।

  • ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବା ଦାବିରେ ଶୋଭାଯାତ୍ରା ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ପାରାଦୀପ ବିଶ୍ବ ହିନ୍ଦୁ ପରିଷଦର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ ଯୁବଗୋଷ୍ଠୀ ପାରାଦୀପ ଥାନା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପାରାଦୀପ ଅଞ୍ଚଳରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ହଟାଇବା ସହ ଗୋ ସୁରକ୍ଷା ଓ ଆହତ ଗୋରୁଗାଈଙ୍କ ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ପାରାଦୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ଏହି ଅଞ୍ଚଳକୁ ବହୁ ରୋହିଙ୍ଗ୍ୟା ମୁସଲମାନ ପ୍ରବେଶ କରୁଛନ୍ତି। ଦିନରେ ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ କାଖେଇ ଭୀକ୍ଷାବୃତ୍ତି ଓ ଫେରିବାଲା ପରି ବୁଲି ରାତିରେ ଚୋରି କରୁଛନ୍ତି। ତେଣୁ ଏମାନଙ୍କୁ ପାରାଦୀପରୁ ହଟାଇବାକୁ ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆନୁପସ୍ଥିତ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସହ-ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

  • ନିମ୍ନମାନର କାମ ପାଇଁ ବର୍ଷ ଦୁଇଟା ନପୂରୁଣୁ ଷ୍ଟାଡିୟମ ଛାତରେ ଫାଟ

    ନିମ୍ନମାନର କାମ ପାଇଁ ବର୍ଷ ଦୁଇଟା ନପୂରୁଣୁ ଷ୍ଟାଡିୟମ ଛାତରେ ଫାଟ

    ଷ୍ଟାଡିୟମ ଉଦଘାଟନର ବର୍ଷ ଦୁଇଟା ନ ପୁରୁଣୁ ଛାତ ଫାଟି ଆଁ କଲାଣି। ନିମ୍ନମାନର କାମ ପାଇଁ ସ୍ୱଳ୍ପ ସମୟରେ ସୃଷ୍ଟି ହୋଇଥିବା ଫାଟକୁ ଲୁଚାଇବାକୁ ଚାଲିଛି ପ୍ରୟାସ। ଖଲ୍ଲିକୋଟବହୁମୂଖୀ ଇଣ୍ଡୋର ଷ୍ଟାଡିୟମରେ ଦେଖିବାକୁ ଏମିତି ଉଚ୍ଚକୋଟିର କାମ।
    ଯୁବ ବର୍ଗଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ସହ କ୍ରୀଡାବିତଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ନିର୍ମାଣ କରିଛନ୍ତି ଷ୍ଟାଡିଏମ। ଏହି କ୍ରମରେ ନିର୍ମାଣ ହୋଇଥିଲା ଖଲ୍ଲିକୋଟ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ୍। କିନ୍ତୁ ଷ୍ଟାଡିୟମ ଉଦଘାଟନକୁ ଦୁଇ ବର୍ଷ ନ ପୂରୁଣୁ, ନିର୍ମାଣରେ ତ୍ରୁଟି ବିଚ୍ୟୁତି ଓ ନିମ୍ନମାନର କାମ ଯୋଗୁଁ ଷ୍ଟାଡିୟମର ମୁଖ୍ୟ ଛାତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏବେ ତ୍ରୁଟି ଲୁଚାଇବାକୁ ଠିକାଦାର ଓ ଯନ୍ତ୍ରୀ ମିଶି ଛାତର ଫାଟ ସ୍ଥାନରେ ସିମେଣ୍ଟ ସହ କିଛି ରାସାୟନିକ ଦ୍ରବ୍ୟର ଲେପ ଦେଇ କାମଚଳା ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। କାନ୍ଥ ଓ ପାଚେରୀର ବିଭିନ୍ନ ସ୍ଥାନରେ ଥିବା ଫାଟରେ ଚୂନ ଓ ରଙ୍ଗ ବୋଳି ମୋଟା ଅଙ୍କର ବିଲ୍ ହାତେଇ ବା ପାଇଁ ମସୁଧା ଚାଲିଛି । ଏତାଦୃଶ କାର୍ଯ୍ୟକୁ ନେଇ ଏବେ ଷ୍ଟାଡିୟମର ସ୍ଥାୟୀତ୍ବ ଉପରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି।

  • ରତ୍ନଭଣ୍ଡାର ଖୋଲିବା ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

    ରତ୍ନଭଣ୍ଡାର ଖୋଲିବା ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

    ରତ୍ନଭଣ୍ଡାର ଖୋଲା ହେଲେ ତଣ୍ଟିରେ ଅଟକିଯିବ କଣ୍ଟା,ଭାଙ୍ଗିବ ସରକାରର ଅଣ୍ଟା,ବାଜିବ ମୃତ୍ୟୁର ଘଣ୍ଟା। ଏମିତି କହି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଉନଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା । ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ପୂର୍ବରୁ ସିଂହ ଦ୍ୱାର ନିକଟରେ ଲାଗିଥିବା ଦଶ ଅବତାର ମୂର୍ତ୍ତି ସ୍ଥାପନ ଏବଂ ବଡ ଦାଣ୍ଡରେ ଭକ୍ତଙ୍କ ଲାଗି ସ୍ଥାୟୀ ବାରିଗେଟ ଲଗାଇବା ପରି ବିଭିନ୍ନ ଦାବି ନେଇ ପ୍ରଶାସନ ଉପରେ ବର୍ଷିଛି ସେନା। ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ଅନେକ ଥର ପରିଚାଳନା କମିଟି ବୈଠକ କରିଥିଲେ ମଧ୍ୟ ମନ୍ଦିର ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗ ଛାଡି ଜମି ବିକା, ଖଣି ବିକା, ଲୁଟିବ ଉପରେ ଆଲୋଚନା ହେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।

  • ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

    ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

    ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍.ପି ସିଦ୍ଧାର୍ଥ କଟରିଆ, ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ପ୍ରମୁଖ ଉପସ୍ଥିତ ରହି ମୋଟ୍ ୭୬ଟି ପିଟିସନ ଗ୍ରହଣ କରିଛନ୍ତି। ସେଥିରୁ ୬୯ଟି ପିଟିସନ ବ୍ୟକ୍ତିଗତ ଥିବା ବେଳେ ୩ଟି ପିଟିସନ ଗ୍ରାମ ସମ୍ବନ୍ଧୀୟ ଅସୁବିଧାକୁ ନେଇ ।

    ଗୋଟିଏ ପିଟିସନ ଉପରେ ରେଡକ୍ରସ୍ ପକ୍ଷରୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତିନିଟି ପିଟିସନର ସମାଧାନ କରାଯାଇଛି। ଅଭିଯୋଗକାରୀମାନେ ଶାନ୍ତି ଶୃଙ୍ଖଳାର ସହ ନିଜ ନିଜର ପିଟିସନ ଦାୟର କରିଥିବାର ଦେଖିବାକୁ ମିଳିଛି। ଜନ ଶୁଣାଣି ପରେ ଚିଲିକା ବ୍ଲକ ମିଶନ ଶକ୍ତି ପକ୍ଷରୁ ଏକ କାଫେ ଉନ୍ମୋଚନ ହୋଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ମିଶନ ଶକ୍ତି ମହାସଂଘର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

  • ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ଗାଡି ଚେକିଂ ସମୟରେ ପୁଲିସକୁ ଆକ୍ରମଣ କଲେ ଦୁଇ ବାଇକ ଆରୋହୀ | ଆଉ ପୁଲିସର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ତାମିଲନାଡୁର ଚେନ୍ନାଇରେ ଆଜି ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଚେନ୍ନାଇ ଉପକଣ୍ଠରେ ପୁଲିସ ଗାଡି ଯାଞ୍ଚ କରୁଥିଲା ବେଳେ ଦୁଇଜଣ ବାଇକ ଆରୋହୀ ଡିଉଟିରେ ଥିବା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ପରେ ପୁଲିସ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଗୁଳି ଚଳାଇଥିଲା |

    ଏହି ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି | ପୁଲିସ କହିଛି ଯେ ଉଭୟଙ୍କର ଅପରାଧିକ ରେକର୍ଡ ରହିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଉଭୟ ପେସାଦାର ଅପରାଧୀ ହୋଇଥିବାବେଳେ ଏମାନଙ୍କ ନିକଟରେ ଛୁରୀ ଓ ଭୁଜାଲି ଥିଲା | ଆଜି ଭୋର ପ୍ରାୟ ୩ଟା ୩୦ ସମୟରେ ଗୁଦୁଭାନଚେରୀ ନିକଟରେ ଗାଡି ଚେକିଂ ଚାଲିଥିବାବେଳେ ଏମାନଙ୍କୁ ପୁଲିସ ଅଟକାଇଥିଲା |
    ତେବେ ଏହି ଦୁଇ ଅପରାଧୀ ପୁଲିସ ଏସଆଇଙ୍କୁ ଆକ୍ରମଣ କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିଲେ | ଏହି ଦୁଇଜଣ କେବଳ ଆକ୍ରମଣ କରିନଥିଲେ ବରଂ ପୁଲିସ ଏସଆଇଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ | ନିଜ ଜୀବନ ବଞ୍ଚାଇବାକୁ ପୁଲିସ ଏସଆଇ ଜଣକ ଜଣେ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲେ |

    ଏହା ପରେ ଅନ୍ୟ ଅପରାଧୀ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା | ଏହାପରେ ପୁଲିସ ଆହତ ଏସଆଇଙ୍କ ସହ ଦୁଇ ଅପରାଧୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା | ଯେଉଁଠାରେ ଡାକ୍ତରମାନେ ଦୁଇ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସର ସୂଚନାନୁସାରେ ମୃତ ବ୍ୟକ୍ତିଙ୍କ ନାମ ଛୋଟା ବିନୋଦ (୩୫) ଏବଂ ଏସ ରମେଶ (୩୨) ବୋଲି ଜଣାପଡିଛି। ଉଭୟ ଛୋଟା ବିନୋଦ ଏବଂ ଏସ ରମେଶ ଅଭ୍ୟାସଗତ ଅପରାଧୀ ଏବଂ ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ୨୦ରୁ ଅଧିକ ମାମଲା ରହିଛି |

  • କଣ କଲେ ଶରୀରରେ ଉତ୍ପନ୍ନ ହେବ ଶରୀରରେ ହାପି ହରମୋନ୍‌ …

    କଣ କଲେ ଶରୀରରେ ଉତ୍ପନ୍ନ ହେବ ଶରୀରରେ ହାପି ହରମୋନ୍‌ …

    ଶରୀରରେ ହରମୋନ୍‌ର ବହୁତ ବଡ ଭୂମିକା ରହିଛି। ବେଳେବେଳେ ବୟସ ବଢିବା ହରମୋନ୍ ପରିବର୍ତ୍ତନ ହେବାର କାରଣ ହୋଇଥାଏ। ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି।ସେହିଭଳି ଘରେ ଯଦି ସବୁବେଳେ ଉତ୍ତେଜନା ଲାଗି ରହେ, ତେବେ ଆପଣଙ୍କୁ ମଧ୍ୟ ଟେନସନରେ ରହିବାକୁ ପଡିବ। ଏହି ସବୁ କ୍ଷେତ୍ରରେ ହରମୋନର ବହୁତ କିଛି ପ୍ରଭାବ ପଡିଥାଏ।

    ଆମ ଶରୀରରେ କିଛି ହରମୋନ୍ ମଧ୍ୟ ଥାଏ ଯାହା ଆମ ରକ୍ତ ପ୍ରବାହ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏବଂ ମସ୍ତିଷ୍କକୁ ଆରାମ ଦିଏ। ଏହା ଦ୍ୱାରା ଜଣେ ବ୍ୟକ୍ତି ଖୁସି ଅନୁଭବ କରେ। ଏହାକୁ ହାପି ହର୍‌ମୋନ୍ କୁହାଯାଏ। ସେହିପରି କିଛି ହରମୋନ୍ ହେଲା ସେରୋଟୋନିନ୍, ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଖାଇବା ଦ୍ୱାରା ଶରୀରରେ ଏହି ସବୁ ହାପି ହରମୋନ୍‌ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।

    ଡାର୍କ ଚକୋଲେଟ୍:
    ଏକ ଖବର ଅନୁଯାୟୀ, ଡାର୍କ ଚକୋଲେଟ୍ ହାପି ହରମୋନର ଏକ ଉତ୍ତମ ଉତ୍ସ। ଏହାକୁ ଖାଇଲେ ମୁଡ ଠିକ ରହିଥାଏ। ଏଥିରେ ମିନେରାଲ୍ସ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଥାଏ। ଏହାକୁ ଖାଇବା ଦ୍ୱାରା ଚାପ କମିଯାଏ। ଏଞ୍ଜାଇଟି କ୍ଷେତ୍ରରେ ଏହା ବହୁତ ଭଲ କାମକରେ।

    ଜାମୁ କୋଳି:
    ଜାମୁ କୋଳି କେବଳ ସ୍ୱାଦିଷ୍ଟ ନୁହେଁ, ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଅନେକ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ କ୍ଷତିକାରକ ଜୀବାଣୁରୁ ରକ୍ଷା କରିଥାଏ। ଏହା ଚାପକୁ ହ୍ରାସ କରିଥାଏ ଏବଂ ମନକୁ ଶାନ୍ତ ଏବଂ ଖୁସି କରିଥାଏ।

    ଏଭୋକାଡୋ:
    ଏଭୋକାଡୋ ଏକ ଅତ୍ୟନ୍ତ ସୁସ୍ଥ ଫଳ। ଏହା ଭିଟାମିନ୍ B6 ର ଏକ ଉତ୍କୃଷ୍ଟ ଉତ୍ସ। ଏହାର ସେବନ ମୁଡ୍‌କୁ ଫ୍ରେସ୍ କରେ। ଏହା ଶରୀରରେ ଥିବା ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ଆଣିଥାଏ।

    ସବୁଜ ପତ୍ରଯୁକ୍ତ ପନିପରିବା:
    ସବୁଜ ପତ୍ରଯୁକ୍ତ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏସବୁ ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀରରେ ହାପି ହରମୋନ୍‌କୁ ସକ୍ରିୟ କରିଥାଏ। ପାଳଙ୍ଗ ପରି ପନିପରିବାରେ ପ୍ରଚୁର ପରିମାଣର ମାଗ୍ନେସିୟମ୍ ମିଳିଥାଏ। ଏହା ଚାପ ହ୍ରାସ କରି ହପି ହରମୋନ୍‌କୁ ସକ୍ରିୟ କରିଥାଏ।

    ବାଦାମ ଜାତୀୟ ଖାଦ୍ୟ:
    ବାଦାମ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଗୁଡ଼ିକରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥାଏ। ଏ ସବୁ ଖାଇବା ଦ୍ୱାରା ଶରୀର ସୁସ୍ଥ ହୋଇଯାଏ। କାଜୁ, ବାଦାମ, ପିସ୍ତା, ଅଖରୋଟ୍ ପରି ଡ୍ରାଇ ଫ୍ରୁଟ୍ସ ଖାଇବା ଦ୍ୱାରା ହାପି ହରମୋନ୍ ସକ୍ରିୟ ହୋଇଥାଏ। ଏହା ଚାପକୁ ହ୍ରାସ କରି ମନକୁ ଶାନ୍ତ ରଖେ।