୭୧ତମ ମିସ୍‌ ୱାର୍ଲଡ ୨୦୨୩ କଶ୍ମୀରରେ,ଭାଗ ନେବେ ୧୪୦ ଦେଶ

୭୧ତମ ମିସ୍‌ ୱାର୍ଲଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା ଜି୨୦ ବୈଠକ ପରେ ଏଭଳି ବଡ଼ ଆୟୋଜନ ଏଠାରେ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *