ସମ୍ବଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ସହକର୍ମୀଙ୍କୁ ନିର୍ଯାତନା ଅଭିଯାଗ, ରାଜନୀତି ବିଜ୍ଞାନ ସହକାରୀ ପ୍ରଫେସରଙ୍କ ନାମରେ ଅଭିଯୋଗ, ମହିଳା ସହକାରୀ ପ୍ରଫେସର କୁଳପତିଙ୍କ ନିକଟରେ କଲେ ଅଭିଯୋଗ, ତଦନ୍ତ ପାଇଁ କମିଟି ଗଠନ କଲେ କୁଳପତି

Leave a Reply

Your email address will not be published. Required fields are marked *