ଲୋକାଲ୍ ଟ୍ରେନରେ କୁକୁରର ଯାତ୍ରା

ଭିଡିଓରେ ଥିବା କୁକୁରଟି କୌଣସି ପୋଷା କୁକୁର କି ମାଲିକ ସଙ୍ଗେ ଟ୍ରେନରେ ଯାତ୍ରା କରୁନି, ବରଂ ଏହି କୁକରଟି ହେଉଛି ଏକ ବୁଲା କୁକୁର। ଖାଦ୍ୟ ଅନ୍ୱେଷଣରେ ମୁମ୍ବାଇର ଏକ ଟ୍ରେନ ମଧ୍ୟକୁ ଚଢ଼ି ଯାଇଥିଲା। ଏହା ପରେ ହଠାତ୍ ଟ୍ରେନଟି ଛାଡ଼ି ଦେଇଛି। କିନ୍ତୁ ସେ ଏଥିରେ ବ୍ୟତିବ୍ୟସ୍ତ ନହୋଇ କେତେ ସାବଧାନତାର ସହ ନିୟମିତ ଯାତ୍ରୀଙ୍କ ପରି ଟ୍ରେନ୍ ଯାତ୍ରା କରୁଛି ଦେଖନ୍ତୁ। ଏହି ସମୟର ଏକ ଭିଡିଓ ସୁଟ୍ କରି ଜଣେ ୟୁଜର୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *