ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ଗ୍ରାମର ରାମଜୀ ପଡା ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୋମନାଥ ବ୍ରତ ଅନୁଷ୍ଠିତ ହୋଇଯାଇଛି ।ଏହି ସୋମନାଥ ବ୍ରତକୁ ବଡ ଓଷା ବୋଲି କୁହାଯାଏ। ଏହି ବ୍ରତକୁ ପୁଅ ଝିଅ ସମସ୍ତେ ପାଳି ଥାନ୍ତି ।ବିଜୟା ଦଶମୀ ଦିନ ଏହି ବ୍ରତ ପଡିଥାଏ । ଏବଂ ବିଶ୍ବାସ ରହିଛି ଯେ ମନସ୍କାମନା ପୁରଣ ହୋଇଥାଏ । ତେବେ ଏହି କାର୍ଯ୍ୟକ୍ରମ ରେସୁନ୍ଦରାକାଣ୍ଡ ପରାୟଣ ସ୍ୱପ୍ନା ରାଣୀ ଯୋଶୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା କାର୍ଯ୍ୟକ୍ରମ । ବିଭିନ୍ନ ଦୂର ଦୁରାନ୍ତରଙ୍କ ସମାଗମ ହୋଇଥିଲା । ଏଥିରେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *