
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଚୁଙ୍ଗୁଟା କମ୍ପାନୀ ସମୁଖରେ ରାମଚଣ୍ଡୀ ଟ୍ରକ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ କୁ ହଜାର ହଜାର ଜମି ହରା ପ୍ରଜା ଟ୍ରମାଲିକ ଆନ୍ଦୋଳନ କୁ ଓ ଲାଇ ଥିଲେ କହିବା କଥା ଆମ ଠୁ ଜାଗା ନେଲେ ଆମେ ଧୁଆଁ ଖାଇଲୁ କିନ୍ତୁ ଆମ ଗାଡିଗୁଡିକ ମସୃଣ ଠିଆ ହୋଇ ରହିଛି ବାହାର ଗାଡ଼ିକୁ ଲୋଡିଙ୍ଗି ଦିଆଯାଉଛି ଆମ ଗାଡି ଗୁଡ଼ିକ ଭଡା ନ ପାଇଁ ସେଥିପାଇଁ ଆମେ ଆସି ଗୁଙ୍ଗୁଟା କମ୍ପାନୀ କୁ ଜଣାଇ ଦେଉଛୁ ଲୋକାଲ ମାଲିକ ଙ୍କୁ ଲୋଡ ନଦିଆ ହେଲେ ଆମେ ଆନ୍ଦୋଳନ ତ୍ରିବ ତ୍ରିବ ଆନ୍ଦୋଳନ କରିବୁ ଆମ କଥା ନଶୁଣିଲେ ଆମେ କମ୍ପାନୀ ସମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବୁ