
ରସିକିଆ ଡାକ୍ତର ରମେଶ ସ୍ୱାଇଁ ଙ୍କ କଥାତ ସମସ୍ତଙ୍କ ମନେଥିବ ନିଶ୍ଚୟ ।ଦେଢ଼ ବର୍ଷ ପୂର୍ବେ ଅଢ଼ଙ୍ଗା-ଭଗବାନ ଅଞ୍ଚଳ ର ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁ ଏକାଧିକ ବିବାହ କରିବା ଓ ଲୋକ ଙ୍କୁ ଠକିବା ନେଇ ବିଭିନ୍ନ ଥାନା ରେ ଏକାଧିକ ଅଭିଯୋଗ ପରେ ଗିରଫ ହୋଇ ଜେଲ ଯାଇଥିଲେ ଏହି ନକଲି ଡାକ୍ତର ଜଣଙ୍କ ।ଆଉ ଏବେ ତାଙ୍କ ସମ୍ପର୍କୀୟ ପୁତୁରା ଦୀପ୍ତି ରମେସ ସ୍ୱାଇଁ ଦାଦାଙ୍କ ପଥ ଅନୁସରଣ କରି ଚାଲିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦୀପ୍ତି ରଞ୍ଜନ ସ୍ୱାଇଁ ୨୦୧୭ ମସିହା ରେ କରିଲୋ ପାଟଣା ତଳଗାଁ ଅଞ୍ଚଳ ର ଜଣେ ମହିଳା ଙ୍କୁ ପ୍ରେମ ବିବାହ କରି ଛ ବର୍ଷ ହେବ କଟକ ଜଗତପୁର ରେ ରହିଆସୁଥିଲେ. ଦୁହେଁ କୋର୍ଟ ମ୍ୟାରେଜବି କରିଥିଲେ। ହେଲେ କିଛି ମାଶ ତଳେ ଦୀପ୍ତି ରଞ୍ଜନ ନିଜ ସ୍ତ୍ରୀ ସୁନିତା ଙ୍କୁ ଛାଡି ଆଉ ଜଣେ ଯୁବତୀ ଙ୍କୁ ଗରଦପୁର ମାହାଳ ମନ୍ଦିର ରେ ବିବାହ କରୁଥିବା ଖବର ପାଇଥିଲେ ସୁନିତା ।ତେବେ ସୁନିତାଙ୍କ କହିବା କଥା ଦୀପ୍ତି ରଞ୍ଜନ ତାଙ୍କ ପରିବାରଲୋକଙ୍କ କଥାରେ ଏଭଳି ତାଙ୍କ ଉପରେ ଏଭଳି ଅତ୍ଯାଚାର କରୁଛନ୍ତି ।
ମହିଳା ଜଣଙ୍କ ନିରାଶ ହୋଇ କୁଦାନଗରୀ ଥାନା ରେ ସ୍ୱାମୀ ଙ୍କ ବିରୋଦ୍ଧରେ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲପାଳ ଓ ଏସପି ଙ୍କୁ ଦେଖାକରି ନ୍ୟାୟ ଭିକ୍ଷା କରିଛନ୍ତି ଓ ନିଜ ଅଧିକାର ମାଗିଛନ୍ତି. ତେବେ ଦୀପ୍ତିରଞ୍ଜନ ଅନେକ ସମୟରେ ମଦ ପିଉଥିବା ର ଭିଡିଓ ମହିଳା ଜଣଙ୍କ ପୋଲିସକୁ ଦେଖାଇବା ସହ ତାଙ୍କ ଅଜାଣତ ରେ ଗର୍ଭ ନିରୋଧକ ମେଡ଼ିସିନ ଦେଇ ଗର୍ଭ ନଷ୍ଟ କରିଥିବା ଭଳି ସଂଗିନ ସଂଗୀନ ଅଭିଯୋଗ
Can you be more specific about the content of your article? After reading it, I still have some doubts. Hope you can help me.