ମୃତ୍ୟୁକୁ ନେଇ ପରିବାରଲୋକ ଆଣିଲେ ଅଭିଯୋଗ

ଭୁବନେଶ୍ୱର ଉପକଣ୍ଠ ପଟିଆ ନିକଟସ୍ଥ ପଦ୍ମକେଶରୀପୁର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟକର ଘଟଣା I ଭଡାଘରେ ରହୁଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ ମୃତକ ହେଲେ ସୂର୍ଯ୍ୟ ନାୟକ,ବୟସ ୨୭ ବର୍ଷ ବୋଲି ଜଣାପଡ଼ିଛି, ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ସୂର୍ଯ୍ୟ ଯେଉଁ ଘରେ ରହୁଥିଲା ତାର କବାଟ ଖୋଲା ଥିଲା ଘରୁ ମୃତ ଦେହକୁ ଜବତ କରିବା ପରେ ପୋଲିସ ଶବବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଚଳାଇଛି ସେ ଡ୍ରାଇଭରଭାବେ କାମକରୁଥିଲେ. ଅଜି ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ତାଙ୍କର ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *