ଭୁବନେଶ୍ୱର: ୩ଟି ବ୍ଲକ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ, ୩ଟି ବ୍ଲକର ଆବାସିକ କଲୋନୀ ପାଇଁ ରାସ୍ତା ପ୍ରକଳ୍ପକୁ ଅନୁମୋଦନ, ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକ ପାଇଁ ଅନୁମୋଦନ, ୪୨୯ଟି ରାସ୍ତା ପ୍ରକଳ୍ପରେ ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା, ରାସ୍ତା ପ୍ରକଳ୍ପ କାମ ୩ ମାସରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *