ଭୁବନେଶ୍ବର: ବିଧାନସଭାରେ ପହଞ୍ଚିଲା ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର, ପୂର୍ବତନ ବାଚସ୍ପତିଙ୍କ ଶେଷ ଦର୍ଶନ ପାଇଁ ବହୁ ନେତାଙ୍କ ଭିଡ, ଆଜି ବଡି ଭୋର ସମୟରେ ମହେଶ୍ବରଙ୍କ ପରଲୋକ, ବ୍ରେନ ଷ୍ଟ୍ରୋକରୁ ମୃତ୍ୟୁ ହୋଇଥିବା ସୂଚନା

Leave a Reply

Your email address will not be published. Required fields are marked *