
ଚମ୍ପୁଆ ଥାନା ସରେଇ ନିକଟରେ ବେlମା ଫୁଟାଇ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଲୁଟ l କରଞ୍ଜିଆ ସରକାରୀ ସ୍ବୀକୣତି ପ୍ରାପ୍ତ ବିଦେଶୀ ମଦ ଦୋକାନ ରୁ ଦୋକାନ ବନ୍ଦ କରି ଦେlକାନର ଦୁଇ କର୍ମଚାରୀ ଦିନେଶ ପ୍ରସାଦ ଓ ଅଶ୍ବୀନି କର ସ୍କୁଟି ଡିକିରେ ଦେlକାନରେ ବିକ୍ରି ଟକାଂ ଧରି ଦେlକାନ ମାଲିକକଂ ଘରକୁ ଯାଉଥିବା ବେଳେ ସରେଇ ଆମ୍ଵ ବଗିଚା ନିକଟରେ ତିନି ଜଣ ଦୃର୍ବୁତ୍ତ ବାଇକ ରେ ଆସି ବୋମା ମାଡ଼ କରି ଟଙ୍କା କୁ ଲୁଟିନେଇ ପୁଣି କରଞ୍ଜିଆ ରାସ୍ତା ମଧ୍ୟ ଦେଇ ଫେରାର ହେଇଯାଇଛନ୍ତି l ବିଳମ୍ୱିତ ରାତିରେ ଘଟଣା ଘଟିଥିବା ବେଳେ ପୋଲିସ୍ ଏହାର ଟେରେ ପାଇନାହିଁ ପରେ ଦେlକାନ ମାଲିକ ଘଟଣା ସଂପର୍କରେ ପେlଲିସକୁ ଖବର ଦେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।