ପୁରୀ : ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା , ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା, ପାଟରା ବିଶୋଇ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ବାସୁଙ୍ଗା ପାଟର ରାକ୍ଷୀ ପିନ୍ଧିବେ ଶ୍ରୀଜିଉ

Leave a Reply

Your email address will not be published. Required fields are marked *