ପାରାଦୀପ: ନିଆଁ ଲାଗି ଜଳିଗଲା ବାଣ ଦୋକାନ, ଲକ୍ ଥାନା ନୂଆଗଡ ଛକରେ ଅଘଟଣ, ବହୁ ପରିମାଣର ବାଣ ନଷ୍ଟ, ଆଜି ଭୋର ସମୟରେ ଲାଗିଥିଲା ନିଆଁ, ସ୍ଥାନୀୟ ଲୋକଙ୍କ ଦ୍ବାରା ନିଆଁ ଆୟତ୍ତ

Leave a Reply

Your email address will not be published. Required fields are marked *