ପାଣ୍ଡିଆନଙ୍କ ଇସ୍ତଫା ପଛରେ ବିଜେଡ଼ି ଓ ବିଜେପିର ଷଡଯନ୍ତ -କଂଗ୍ରେସ

ପୂର୍ବତନ ଫାଇପ ଟି ସଚିବ ତଥା ବର୍ତ୍ତମାନର ପାଇପ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଷଡଯନ୍ତ ଅଭିଯୋଗ ଆଣିଲା କେନ୍ଦୁଝର ଜିଲ୍ଲା କଂଗ୍ରେସ । ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭି.କେ ପାଣ୍ଡିଆନ ଙ୍କ ଇସ୍ତଫା ଏକ ନାଟକ ବୋଲି ଅଭିଯୋଗ ଆଣିଛନ୍ତି ।ଉକ୍ତ ସାମ୍ବାଦିକ ସମ୍ମିଳନିରେ ଭିକେ ପାଣ୍ଡିଆନ ନାଟକିୟ ଢଙ୍ଗରେ ସଚ୍ଚିବ ପଦରୁ ସ୍ବେଛାକୃତ ଅବସରା ନେଇଥିବା କହିଛନ୍ତି କଂଗ୍ରେସ ନେତ୍ରୀ ସଂଗୀତା ସିଂ ।

ତେବେ ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ମୋହନ ପରିଡା, ପିସିସି ସମ୍ପାଦକ ସଂଗ୍ରାମ ଦାସ, କେଂଗ୍ରେସ ର ଯୁବ ସଭାପତି ସୁନେସ ଧୀର,ଛାତ୍ର ସଭାପତି ସୁଭମ ରାଜ୍, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *