ନୂଆଦିଲ୍ଲୀ: ଧୂଆଁମୟ ଜାତୀୟ ରାଜଧାନୀ, ଏକ୍ୟୁଆଇ ସ୍ତରରେ ଲଗାତର ହ୍ରାସ, ଲୋକେ ଭୋଗୁଛନ୍ତି ସମସ୍ୟା, ଆସନ୍ତା ୧୦ ଯାଏଁ ସବୁ ପ୍ରାଥମିକ ସ୍କୁଲ ବନ୍ଦ, ଷଷ୍ଠରୁ ଦ୍ବାଦଶ ପିଲାଙ୍କ ହେବ ଅନଲାଇନ ପାଠପଢା, ଟ୍ବିଟରରେ ସୂଚନା ଦେଲେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶି

Leave a Reply

Your email address will not be published. Required fields are marked *