
ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ସଭାପତି ସୁଜିତ୍ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ ପଦାଧିକାରୀ ମାନେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଙ୍କ ସହ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାୟ, ଅନୁଗୁଳ ଜିଲ୍ଲା ବିଜେପି ଉପ ସଭାପତି ଅର୍ଜୁନ କୁମାର ସାହୁ, ପୂର୍ବତନ ବିଜେପି ସଭାପତି ଡିଲେଶ୍ୱର୍ ପ୍ରଧାନ, ବିଜେପି ନେତା ସିଦ୍ଧେଶ୍ୱର ସାହୁ, ବିଶ୍ୱଜିତ୍ ମିଶ୍ର ଓ ଠାକୁରଗଡ଼ ମଣ୍ଡଳ ବିଜେପି ନେତା ବିଭୂତି ଭୂଷଣ ସାହୁ, ରଘୁନାଥ ରଣା, କୁଶ ନାୟକ,ଅଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।