ଚା କପ ଠାରୁ କାମ ଦାମରେ ମିଳିବ ସୁନା !

ଏହି ଦେଶରେ ମିଳୁଛି ୧୮୧ଟଙ୍କା ରେ ୧ଗ୍ରାମ ସୁନା !

ହଁ ଆଜ୍ଞା, ଆପଣ କଣ ଜାଣିଲେ ବିଶ୍ୱାସ କରିବେ ଏହି ଦେଶରେ ମିଳୁଛି ଚା କାପ ଠାରୁ କାମ ଦରରେ ସୁନା |ଭାରତରେ ସୁନାର ଦର ଆକାଶଛୁଆଁ ହୋଥିବାବେଳେ ,ଏହି ଦେଶରେ ଅତି କାମ ଦାମରେ ମିଳୁଛି ସୁନା | ଏକଥା ଶୁଣିବାପରେ କୋଣସି ଲୋକ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ସତ କଥା | ଦକ୍ଷଣି ଆମେରିକୀୟ ମହାଦେଶରେ ଅବସ୍ଥିତ ଏହି ଦେଶ ଭେନେଜୁଏଲା|

ଭାରତରେ ଲୋକମାନେ ସୁନା କିଣିବା ପାଇଁ ଜୀବନ ସାରା ସବୁ ପାଣ୍ଠି ଲଗେଇ ଦେଉଛନ୍ତି | କିନ୍ତୁ ଭେନେଜୁଏଲରେ ସୁନା ମାତ୍ର କିଛି ଟଙ୍କାରେ ମିଳିଯାଉଛି | ବର୍ତ୍ତମାନ ଭାରତରେ ୨୪ କ୍ୟାରେଟ ସୁନାର ଦାମ ୧ଗ୍ରାମ ପିଛା ୧୩,୮୨୭ ମୂଲ୍ୟରେ ମିଳୁଛି |ଭେନେଜୁଏଲାରେ, ୨୪ କ୍ୟାରେଟ ସୁନାର ଏକ ଗ୍ରାମ ପିଛା କେବଳ ୧୮୧.୬୫ ଟଙ୍କା (ଭାରତୀୟ ଟଙ୍କାରେ)| ସେହିଭଳି ଦେଖିବା କୁ ଗଲେ ଭେନେଜୁଏଲାରେ ୨୨ କ୍ୟାରେଟ ସୁନାର ଦାମ ପ୍ରତି ଗ୍ରାମ ପିଛା ୧୬୬ ଟଙ୍କା କହିଲେ ଭୁଲ ହେବ ନାହିଁ | ଭାରତରେ ଏକ ଭଲ ରେଷ୍ଟୁରାଣ୍ଟରେ ଚା କପ ର ଦାମ ଯେତିକି ହେବ ସେତିକି ଭେନେଜୁଏଲାରେ ସୁନାର ଦାମ ସହ ସମାନ |