
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଦେଖା ଦେଇଛି ଏକ ଅଭାବ ନୀୟ ଘଟଣା । ଯାହାକି ପାରିବାରିକ ସମସ୍ୟାକୁ ନେ ଇ ସ୍ବାମୀ କିଶୋରୀ ନାଏବ ବୟସ୍କ ନିଜ ସ୍ତ୍ରୀ ଦୁଲ୍ଲଭା ନାଏକଙ୍କୁ ଆଜି ସକାଳ ସାଢେ ସାତଟା ବେଳେ ଏକ ଟାଂଗିଆରେ ବେକରେ ଦୁଇ ଚୋଟ ପକାଇ ଦେଇ ଥିଲା ଯାହାକି ଘଟଣାସ୍ଥଳରେ ହଁ ସ୍ତ୍ରୀ ର ମ୍ରୁତ୍ୟୁ ଘଟିଥିଲା । ତାପରେ ଗ୍ରାମବାସୀ ପୋଲିସ କୁ ଖବର ଦେଇ ଥିଲେ କିନ୍ତୁ ଗ୍ରାମର କିଛି ଯୁବକ କିଶୋରୀ ନାଏକକୁ କାବୁ କରିବା ପାଇ ସାହିକୁ ଯାଇଥିଲେ ହେଲେ ମ୍ରୁତ୍ୟୁ ସ୍ତ୍ରୀ ପାଖରେ ଟାଂଗିଆବୁଲାଇ ଥିଲା ଯାହା ଫଳରେ କେହି ପାଖକୁ ଯିବା ପାଇଁ ସାହସ କରିନଥିଲେ ।