କେନ୍ଦୁଝର ସଦର ମହକୁମାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲ ଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଫେବୃଆରୀ ମାସର ପ୍ରଥମ ସୋମବାର ଦିନ ଅନୁଷ୍ଠିତ ହୋଇଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ଦୁଇଶହରୁ ଉର୍ଦ୍ଧ୍ବ ଅଭିଯୋଗ ଜନଶୁଣାଣି ଶାନ୍ତି ଓ ଶୃଙ୍ଖଳାର ସହ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *