ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୁଲେଇ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାଇପାସ କେନାଲରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଯାଇଛି l ମୃତ ଯୁବକ ଜଣଙ୍କ ହେଲେ ମାନସ ପରିଡା ବୟସ ୩୪ ବର୍ଷ |
ଘଟଣା ସ୍ଥଳରେ ଦମକଳ ବାହିନୀ ,ପୋଲିସ ଓ ଗ୍ରାମ ଲୋକ ମାନଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ସହାୟତାରେ ପଠାଯାଇଥିବା ସୁଚନା ମିଳିଛି l