କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

ରାତି ସମୟରେ ଏକ ୧୬ ଚକିଆ ଯୋଡା ଖଣି ଅଞ୍ଚଳରୁ ଖଣିଜ ସାମଗ୍ରୀ ନେଇ ଆସୁଥିବା ସମୟରେ ଝୁମ୍ପୁରା ଥାନା ରଜାବସା କାସିଆ ନାଳ ଉପରେ ଅନ୍ତର୍ଗତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ଟ୍ରକ ଫଳରେ ଗାଡିର ଚାଳକ ଗୁରୁଦେବ ଗାଡିରେ ଯାକି ହେଇ ମୃତ୍ୟୁବରଣ କରିଥିବା ବେଳେ ସୂଚନା ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି l