ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅଇଡ଼ା ମଣ୍ଡଳ ଅଞ୍ଚଳରେ ଶୁକ୍ରବାର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲ୍ଲାର ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ କୁମାର ସାହୁଙ୍କ ନେତୃତ୍ଵରେ ଆଠମଲ୍ଲିକର ଲିପିଲୋଇ ଶିବ ମନ୍ଦିର ଠାରୁ ହଜାର ହଜାର ବାଇକରେ  ଶୋଭାଯାତ୍ରା ଆରମ୍ଭ ହୋଇ ମା ବିନିକେୟୀ ପୀଠଠାରେ ଶେଷ ହୋଇଥିଲା। ଏହି ଶେଭାଯାତ୍ରାରେ ପୁରୁଷ ଓ  ମହିଳା ସାମିଲ ହୋଇ  ନାରାଦେଇ  ରାଲି କରିଥିଲେ। ଶୋଭାଯାତ୍ରାରେ ଆଠମଲ୍ଲିକ ବିଧାନସଭାର ଯୁବ ସମାଜ ସେବି ତଥା , ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର ସାହୁ , ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବହୁ ଯୁବ ବିଜେପି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।