ଅରବିନ୍ଦ କେଜ୍ରିୱାଲ ଜେଲରେ ରହିବେ କିମ୍ବା ପାଇବେ ଜାମିନ ,ଆଜି ନିଆଯିବ ନିଷ୍ପତ୍ତି

ଦିଲ୍ଲୀ ଲିକର୍ ପଲିସି ସ୍କାମ ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଆଜି ଅର୍ଥାତ୍ ଗୁରୁବାର (୨୦ ଜୁନ୍୨୦୨୪ )ଏକ ଗୁରୁତ୍ୱପୂର୍ଣ୍ଣ ଦିନ | ଗୁରୁବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଶୁଣାଣି ହେବ।

ଏହାପୂର୍ବରୁ ବୁଧବାର (୧୯ ଜୁନ୍୨୦୨୪ ) ରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଭିଡିଓ କନଫରେନ୍ସ ଜରିଆରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବୁଧବାର ତାଙ୍କର ନ୍ୟାୟିକ ହାଜିରା ଶେଷ ହେବାରଥିଲା ।

Leave a Reply

Your email address will not be published. Required fields are marked *