ସୁନା ଗହଣା ସହ ଦୁର୍ବୁତ୍ତ ଲୁଟିନେଲେ୧୦ ଲକ୍ଷ ଟଙ୍କା

କୋରାପୁଟ ଜିଲ୍ଲା ସେମିଲିଗୁଡା ନନ୍ଦପୁର ରୋଡସ୍ଥିତ କୁଶଳ ଆଶ୍ରମ କଲୋନୀର ସମୀର ପ୍ରଧାନଙ୍କ ପିତା ଶତ୍ରୁଘନ ପ୍ରଧାନଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଚୋରି କରିଛନ୍ତି,ଏହାକୁ ପରିବାର ଲୋକେ ଶନିବାର ସୁନାବେଡା ଥାନାରେ ଏତଲା ଅନୁଯାୟୀ ସୁନାବେଡା ପୋଲିସ ଏବଂ ସାଇଂନଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି,କିଛି ଦିନ ହେବ ଗାଁ ଯାଇ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ , ଗ୍ରିଲ କବାଟ ଓ ଆଲମାରୀ ଭାଙ୍ଗି ନଗଦ ୧୦ ଲକ୍ଷ ଓ ସୁନା ଗହଣା ଲୁଟି ନେଇଛନ୍ତି,ଦିନକୁ ଦିନ ସେମିଲିଗୁଡା ସହରରେ ଚୋରି ବଡୁଥିବାରୁ ସୁନାବେଡା ପୋଲିସ ଚୋରଙ୍କୁ ଧରିବା ନେଇ ତିନି ଦିନ ହେବ, ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରିବା ସହ ପରିବାରଙ୍କ ସହ ଚୋରିଘଟଣା ଉପରେ ପଚାରିବା ସହ ଅଧିକ ତଦନ୍ତ ଜାରି ରଖିଛି,