ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

ହୋଟେଲରେ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କବାଟ ଭାଙ୍ଗି ରୁମରୁ ଶବକୁ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ। ଜଳେଶ୍ୱର ଷ୍ଟେସନ ବଜାର ଗୋଲ୍ଡେନ ଗେଷ୍ଟ ହାଉସ ରୁମ ନଂ ୨୦୨ ରୁ ଉଦ୍ଧାର ହୋଇଥିବା ସୂଚନା। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ସୁପ୍ରିୟ ରୁଇ ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *