ପ୍ରେମ କଲେ,ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି…

ପ୍ରେମ କଲେ,ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି ଭୁଆଁ ବୁଲାଇଦେଲେ I ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗର୍ଭବତି ଅନ୍ନାଥ ଝିଅ ତାଙ୍କ ଧୋକାବାଜ ପ୍ରେମିକ ନାଁରେ I ତେବେ ବିବାହର ମିଥ୍ୟା ପ୍ରତିଶୃତିଦେଇ ପ୍ରେମ କଲେ ପରେ ଶାରୀରିକ ସମ୍ପର୍କରଖି ଗର୍ଭବତୀ ମଧ୍ୟ କରାଇଥିଲେ, ହେଲେ ୭ମାସ ଗର୍ଭପରେ ପ୍ରେମିକ ଛୁ I ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଟ ନୀଳାଦ୍ରି ବିହାର ହରେକୃଷ୍ଣ ନଗର ବସ୍ତିରେ ଅନାଥ ଝିଅଟିକୁ ଭଲପାଇ ଏକ ଭାଡାଘରେ ରହି ତାକୁ ପ୍ରେମଜାଲରେ ଫସାଇ ସଂସାର କରିବାର ଲୋଭଦେଖାଇ କହିଥିଲା ଆମେ ଦୁହେଁ ଖୁବ ଶୀଘ୍ର ବିବାହ କରିବା, କିନ୍ତୁ ଅନାଥ ଝିଅଟିକୁ ଗର୍ଭବତୀ କରି କୁଆଡେ ଫେରାର ହୋଇଯାଇଥିବା ପ୍ରେମିକ ସିମାଞ୍ଚଳ ପ୍ରଧାନ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି Iତାଙ୍କୁ ଧୋକାଦେଇ ଠକି ଚାଲିଯାଇଥିବା ଲୋକଟିକୁ ନ ପାଇ ନିରାଶ ହୋଇ ଦୁଃଖ ଭରା କଥାକୁ ସୂଚନାଟିଭି ଆଗରେ କହିଲାବେଳେ ଅନାଥ ଝିଅଟିର ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା ପୀଡିତାଙ୍କ ବାପାଙ୍କୁ ୧୦ ବର୍ଷ ତଳେ ଟିବିରେ ମର୍ତ୍ତୃ ହୋଇଥିବାବେଳେ ପରେ ମା ଙ୍କୁ କ୍ୟାନ୍ସର ଭଳି ରୋଗରେ ପଡି ମୁର୍ତ୍ତୃ ହୋଇଯାଇଥିଲା Iତେବେ ସରକାର ମହିଳା ମାନଙ୍କପାଇଁ ଯୋଜନାପରେ ଯୋଜନା କରିଥିବା ବେଳେ ଅନ୍ନାଥ ମହିଳା ପାଇଁ କୌଣସି ଯୋଜନା ନାହିଁ କହିଲେ ଚଳିବ ଏବଂ ମା କୁ ସମ୍ମାନ ଗାଁ କୁ ସମ୍ମାନ କହୁଥିବାବେଳେ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଅନ୍ନାଥ ମହିଳା ନ୍ୟୟ ପାଇଁ ଥାନାର ଦ୍ୱରସ୍ତ ହୋଇ ମଧ୍ୟ କିଛି ଫଳପଦ ହୋଇନାହିଁ Iପ୍ରତି କ୍ଷେତ୍ରରେ ମହିଳାଙ୍କୁ S. H.G ଗୋଷ୍ଠି ମାଧ୍ୟମରେ ପ୍ରତି ୱାର୍ଡକୁ କାମ ସରକାରଙ୍କ ଯୋଜନାମାନ ଥାଇ ମଧ୍ୟ ଆଜି ନାରୀ ଅବହେଳାରେ ରହିବା କେତେଦୂର ଠିକ !

Leave a Reply

Your email address will not be published. Required fields are marked *