ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଲି ଠାରେ ୩୪ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ମହାଆଡମ୍ବର ରେ ପାଳିତ ହୋଇଛି l ୬ତାରିଖ ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପୂଜାରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରା ଓଁ କାର ଯାତ୍ରା ପରିବେଷଣ କରିଥିଲେ l
ତତ ସହିତ ପ୍ରତେକ ଦିନ ରାଜଦାର ଓ ସମସ୍ତ ଭକ୍ତ ଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ତା କରାଯାଇଥିଲା l ଚଳିତ ବର୍ଷ ସଭାପତି ରୂପେ ସୁଶାନ୍ତ ଦିଶ୍ରୀ, ଉପସଭାପତି କୁଞ୍ଜବାହାରି ପଧାନ, ସମ୍ପାଦକ ମିନିକେତ ବାରିକ, ସହସମ୍ପାଦକ ଦୁର୍ଗାମାଧବ ସେନାପତି, କୋଷାଧକ୍ଷ ମିତ୍ରଭାନୁ ବାରିକ, ସହକୋଷାଧକ୍ଷ କ୍ଷୀରିଶ୍ୱର ଚୌହାନ, ଦାୟତ୍ୱ ତୁଳାଇବା ସହିତ ପ୍ରତେକ ଗ୍ରାମବାସୀ ପୂର୍ଣ୍ଣମାତ୍ରା ରେ ସହଯୋଗ କରିଥିଲେ l