ଜଘନ୍ୟ ହତ୍ୟା…ଘରେ ପଶି ମାରିଦେଲା..

ଦେବଗଡ଼ ଜିଲ୍ଲା ଦେବହରିହରପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ(Heinous murder) ।
ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗାଁର ଯୋଗୀନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଛି । ମୃତକଙ୍କ ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ(covered in blood) ହୋଇଛି । ଆଜି ଜଣେ ସମ୍ପର୍କୀୟ ଭଉଣୀ ରିଆମାଳ ଥାନା ପ୍ରଶାସନକୁ ଜଣାଇବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ(investigation)ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ୍ ସହ ପୋଲିସ ଏହି ହତ୍ୟାକାଣ୍ଡର କାରଣ (reason) ଖୋଜୁଛି ।

Leave a Reply

Your email address will not be published. Required fields are marked *