ଚିନ୍ତା ବଢ଼େଇଲାଣି ନିପା

ଏବେ ପୁଣି ଡ଼ରାଇଲାଣି ନିପା ଭାଇରସ | କେତେଦିନର ଦିନର ଅନ୍ତର ପରେ ଏବେ ପୁଣି ଘାରିଛି ଭୁତାଣୁ ଭୟ |
ପଶିବମବଙ୍ଗ ଉତ୍ତରଚବିଶ ପ୍ରଗଣାର ଏକ ଘୋରୀଇ ହସ୍ପିଟାଲରେ ୨ଜଣ ନର୍ଶଙ୍କ ଠାରେ ଏହି ନିପା ଭାଇରସ ଭୁତାଣୁ ଦେଖାଯିବା ପରେ ଏବେ ପୁଣି ଥରେ ଏହାକୁ ନେଇ ଭୟ ଦେଖାଯାଇଛି |ସେମାନଙ୍କ ଠାରେ ଦେଖା ଯାଉଥିବା ଲକ୍ଷଣ ପ୍ରାଥମିକ ଚିକତ୍ସା ପରେ ନିପା ବୋଲି ଚିହ୍ନଟ ହୋଇଛି | ସେମାନଙ୍କ ନମୁନା ଟେଷ୍ଟ ପାଇଁ ଏମ୍ସ କୁ ପାଠ ଯାଇଛି | ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରାଯାଇଛି |


ପ୍ରତିଦିନ ପଶ୍ଚିମବଙ୍ଗରୁ ଓଡିଶାକୁ ଯିବା ଆସିବା ଲାଗି ରହୁଥିବାରୁ , ଏହି ଘଟଣା ଏବେ ଓଡିଶା ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି | | ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ଭୁତାଣୁ ଚିହ୍ନଟ ହୋଇନାହାନ୍ତି, ହେଲେ କୋଭିଡ ପରିସ୍ଥିତିରେ ଯେଉଁଭଳି ଅନ୍ୟ ରାଜ୍ୟ ଓ ଦେଶରୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିଥିଲା, ସେ ଭୟ ଏବେ ବି ମନରେ ରହିଛି | | ପଶୁ ସଂକ୍ରମିତ ଖାଦ୍ୟ ଖାଇବା ବା ସିଧା ସଳଖ ମଣିଷକୁ ଏହି ନିପା ଭୁତାଣୁ ବ୍ୟପିଥାଏ |ସଂକ୍ରମିତ ନାଳ ,ମଳ, ମୂତ୍ର ଓ ରକ୍ତ ଦ୍ୱାରା ଏହି ଭୁତାଣୁ ବ୍ୟପିବାରେ ଆଶଙ୍କା ଅ