ଗୃହରେ ଫେକ୍ ସାର୍ଟିଫିକେଟ୍ ତାତି, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ : ସାଲୁଜା

ବିଧାନସଭା ଶୂନ୍ୟକାଳରେ ନକଲି ସାର୍ଟିଫିକେଟ୍ (fake certificates)ପ୍ରସଙ୍ଗ ଉଠାଇଲା କଂଗ୍ରେସ । ମେଧାବୀ ଛାତ୍ରଛାତ୍ରୀଙ୍କ (talented students)ଭବିଷ୍ୟତ ଅନ୍ଧକାରରେ ଥିବା କଥା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ବଲାଙ୍ଗିରରେ ଏଭଳି ନକଲି ସାର୍ଟିଫିକେଟ୍ ରାକେଟ ଚାଲିଛି । ଏଭଳି ଫେକ୍ ସାର୍ଟିଫିକେଟ୍ ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିଧାୟକ ଅଭିଯୋଗ(alleged) କରିଛନ୍ତି । ଏହି ମାମଲାରେ ଏଯାଏ ୧୯ ଜଣ ଗିରଫ ହେଲେଣି ।

Leave a Reply

Your email address will not be published. Required fields are marked *