ଘଟଗାଁରେ ଟ୍ରକକୁ ପିଟିଲା ଭ୍ୟାନ, ୮ ଦର୍ଶନାର୍ଥୀ ମୃତ

କେନ୍ଦୁଝର: ଘଟଗାଁରେ ଟ୍ରକକୁ ପିଟିଲା ତାରିଣୀ ଦର୍ଶନାର୍ଥୀଙ୍କ ଭ୍ୟାନ, ଦୁର୍ଘଟଣାରେ ୮ ମୃତ, ମୃତକଙ୍କ ମଧ୍ୟରେ ୩ ମହିଳା, ଦୁଇ ପରିବାରର ୧୯ ଜଣ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା

Leave a Reply

Your email address will not be published. Required fields are marked *